ବାଂଟିଲେ ସପ୍ତାହିକ ସଉଦା

0 276

ବାରଙ୍ଗ,୨୪/୪(ଏସ୍‌ଏସ୍‌ନିୟୁଜ) ଗରିବଙ୍କ ମୁହଁରେ ଟିକେ ହସ ଦେଖିବାପାଇଁ ଓ ଅସମୟରେ ଟିକେ ସେମାନଙ୍କୁ ସାହାର ହେବାପାଇଁ ଆଗେଇଆସିଛନ୍ତି କଟକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟମାନେ ।କଥାରେ ଅଛି ମାନବ ସୋବ ହିଁ ମାଧବ ସେବା ଏହି ମନ୍ତ୍ରର ମହତ୍ୱକୁ ଅନୁଭବ କରି ଅଭିଜିତପୃଷ୍ଟିଙ୍କ ନେତୃତ୍ୱରେ ଆଦିତ୍ୟ ବେଉରା,ଅନନ୍ତସ୍ୱାଇଁ,ସୁନିଲବିଶ୍ୱାଳ,ବିଶ୍ୱଜିତବିଶ୍ୱାଳ ପ୍ରମୁଖ ଯୁବକମାନେ ବେସାହାରାକୁ ଖାଦ୍ୟ ପ୍ରଦାନ କରିଛନ୍ତି ।ବାରଙ୍ଗର ବିଭିର୍ଣ ସ୍ଥାନ ପାଟପୁର, କଲରାପାରି,ନୟାପାଟଣା,ଗୋବିନ୍ଦପୁରସ୍ଥିତ ଆଦିବାସୀ ସାହିରେ ଥିବା ୩୦୦ରୁ ଉର୍ଦ୍ଧ ଦିନମଜୁରିଆ ଓ ଗରବଲୋକମାନଙ୍କୁ ଶୁଖିଲା ଖାଦ୍ୟ ସହ ୫୦ରୁ ଉର୍ଦ୍ଧ ପରିବାରକୁ ସପ୍ତାହିକ ସଉଦା ମଧ୍ୟ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.