ବନ୍ୟା ବିପନ୍ନଙ୍କୁ ୫୦ କେଜି ଚାଉଳ ଓ ୫୦୦ ଟଙ୍କା

0 247

ଡେଲାଙ୍ଗ ୪/୦୯(ଏନ ଏନ ନିୟୁଜ) ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ପୁରୀ ଏ.ଡି.ଏମଙ୍କ ବନ୍ୟା ସ୍ଥିତି ଓ ରିଲିଫ ସମ୍ବଦ୍ଧୀୟ ସମିକ୍ଷା ବୌଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୌଠକରେ ପୁରୀ ଏଡିଏମ ସୁବାଶ ଚନ୍ଦ୍ର ନାଥଶର୍ମା ,ବିଡିଓ କ୍ଷୀରୋଦ୍ର ପ୍ରଧାନ,ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଏମ.ଆଇ ଲିପ୍‌ସାରାଣି ରାଉତ ପ୍ରମୁଖ ଉପସ୍ଥିତଥିଲେ । ଡେଲାଙ୍ଗ ବ୍ଲକର ୧୧ ପଂଚାୟତ ୬୦ ଗ୍ରାମର ବନ୍ୟା ବିପନ୍ନ ରେସନକାର୍ଡ ହିତାଧିକାରୀଙ୍କୁ ୫୦ କେଜି ଚାଉଳ ଓ ୫୦୦ ଟଙ୍କା ପ୍ରଦାନ କରିବା ପଇଁ ନିଷ୍ପତି ହୋଇଥିଲା ।ବିପନ୍ନଙ୍କୁ ଖୁବଶିଘ୍ର ଚାଉଳ ଓ ଟଙ୍କା ପ୍ରଦାନ କରାଯିବ ବୋଲି ବିଡିଓ ଶ୍ରୀପ୍ରଧାନ ସୂଚନା ଦେଇଥିଲେ । ।ଚାଇଁପୁର ପଂଚାୟତର୪ ଟି ଗ୍ରାମ,ସିଂହବ୍ରହ୍ମପୁର ୨,ଗଡମୋଟରୀ୨,ସୁଜନପୁର୮,ଧାନକେରା୧୦, ଅରିସଲ୪, କଲ୍ୟାଣପୁର୯,ଘନିପୁର୩,ମୁନିନ୍ଦା୬ ,ଡେଲାଙ୍ଗ କୋଠବାଡ୮,ଗୁଆଳିପଡା୪ଗ୍ରାମ ରହିଛି ।

Leave A Reply

Your email address will not be published.