ବନ୍ୟାରେ ଭାସିଗଲେ ୫ ଶିଶୁ

0 146

ଆଠଗଡ,୧୮/୮(ଏସଏସନିଉଜ) ୫ ଜଣ ଶିଶୁ ଗାଧୋଇ ଯାଇଥିବାବେଳେ ବନ୍ୟାରେ ଭାସି ଯାଇଛିନ୍ତି ।ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି । ବ୍ରାହ୍ମଣ ବସ୍ତ ଗ୍ରାମର ୫ ଜଣ ପିଲା ବିଷ୍ଣୁପୁର ଜୋରକୁ ଗାଧୋଇଯାଇଥିବାବେଳେ ଏହି ଅଘଟଣ ଘଟିଥିଲା ।ଉଦ୍ଧାର ପରେ ଜଣେ ନାବାଳକର ଅବସ୍ଥା ଗୁରୁତର ହୋଇପଡିବାରୁ ତାକୁ ଲୋକମାନେ ମଧୁପୁର ମେଢିକାଲରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ନାବାଳକୁ ମୃତ ବୋଲି ଘୋଷଣା କରିଥିଲେ ।

Leave A Reply

Your email address will not be published.