ବର୍ଷା ପାଣିରେ ବୁଡିଲା ମୋ ବସ୍

0 197

ଭୁବନେଶ୍ୱର,୬/୮(ଏସଏସନିଉଜ) ବର୍ଷା ପାଣିରେ ବୁଡିଲା ମୋ ବସ୍ । ଜଟଣୀରୁ ବାହାରି ମାଷ୍ଟରକ୍ୟାଣ୍ଟିନକୁ ଆସିଥିବା ବେଳେ ଏହି ଅଘଟଣ ଘଟିଥିଲା । ବୁଡ଼ିବା ସମୟରେ ବସ ଭିତରେ ୯ରୁ ୧୦ ଜଣ ଯାତ୍ରୀ ଥିଲେ । ସମସ୍ତେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ବସରୁ କିଛି ଲୋକ ପହଁରି ପହଁରୁ ବାହାରି ଆସିଥିବାର ଦେଖିବାକୁ ମିଳିଥିଲା । ବସଟି ୨୨ ନମ୍ବର ରୁଟରେ ଯାଉଥିବା ଜଣାପଡିଛି ।

Leave A Reply

Your email address will not be published.