ମିଥୁନମାନହସ BCCI ସଭାପତି

ଭୁବନେଶ୍ୱର,୨୮।୯(ଏସଏସ ନିଉଜ)ମିଥୁନ ମାନହସ BCCIର ନୂଆ ସଭାପତି ଭାବେ ମନୋନୀତ ହୋଇଛନ୍ତି।BCCI ଏଜିଏମ୍‌ରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।ଜମ୍ମୁ-କାଶ୍ମୀରର ପ୍ରଥମବ୍ୟକ୍ତି ଭାବେ ପାଇଲେ BCCIର ସର୍ବୋଚ୍ଚ ପଦ।ରାଜୀବ ଶୁକ୍ଲା ଉପସଭାପତି, ଦେବଜିତ ସାଇକିଆ ସମ୍ପାଦକ,
ଏ ରଘୁରାମ ଭଟ୍ଟ କୋଷାଧ୍ୟକ୍ଷ ଓ ପ୍ରଭତେଜ ସିଂ ଭାଟିଆ ଯୁଗ୍ମ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି।

- Advertisement -

Leave A Reply

Your email address will not be published.