ବେକରେ ରଶି ଲଗାଇ ଝୁଲିଲେ ଗଗନ

0 327

ଭୁବନେଶ୍ବର:୧୨/୧୨-ବାରଙ୍ଗ ଅଞ୍ଚଳରେ ଜଣାସୁଣା ସପ୍ଲାୟର ଗଗନ ସିଂ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ତେବେ କାହିଁକି ସେ ଏଭଳି କାମ କରିଲେ ତା ଜଣାପଡିନଥିବା ବେଳେ ପରିବାର ଲୋକ ଗୁରୁବାର ସକାଳ ସମୟରେ ଝୁଲନ୍ତା ଅବସ୍ଥାରୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ବିଷୟରେ ପୋଲିସ ଜାଣିଥିଲେ ମଧ୍ୟ ମୃତକଙ୍କ ପରିବାର  ପକ୍ଷରୁ ଥାନାରେ କୈାଣସି ଅଭିଯୋଗ ହୋଇନଥିବା ଜଣାପଡିଛି ।

Leave A Reply

Your email address will not be published.