ଭାଇକୁ ହାଣିଲା ଭାଇ

0 196

ପୁରୀ , ୯/୪(ଏସଏସନିଉଜ) ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଳଙ୍ଗା ଥାନା ଦାସପାଟଣା ଗ୍ରାମରେ ବଡ଼ବାପା ପୁଅ ଭାଇକୁ ଦାଦା ପୁଅ ଗୋଡ଼େଇ ଗୋଡ଼େଇ କଟୁରୀରେ ହାଣିଛି । ଦୟାନିଧି ଭୂୟାଁ ଘରେ ବସି ଖାଉଥିବା ବେଳେ ତାଙ୍କର ଦାଦା ପୁଅ ମାଗା ଭୂୟାଁ ପୂର୍ବ ବିବାଦ କାରଣରୁ ଘରେ ଭିତରେ ପଶି କଟୁରୀରେ ଆକ୍ରମଣ କରିଥିଲା । ସ୍ୱାମୀଙ୍କୁ ରକ୍ଷା କରିବାକୁ ଆସି ପତ୍ନୀ କସ୍ତୁରୀକୁ ମଧ୍ୟ ଉଲଗ୍ନ କରି ଗାଁ ଦାଣ୍ଡରେ ଘୋଷାଡ଼ିଥିଲେ । ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।କସ୍ତୁରୀଙ୍କ ଅଭିଯୋଗକୁ ଭିତିକରି ପୋଲିସ ଆସି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.