କୁଆଖାଇରେ ଭାସୁଛି ମୃତଦେହ!

ଭୁବନେଶ୍ୱର,୪।୧୦(ଏସଏସନିଉଜ)ରାଜଧାନୀ ଉପକଣ୍ଠ କଲ୍ୟାଣପୁର ଗାଁ ମୁଣ୍ଡ କୁଆଖାଇ ନଦୀରେ ଶନିବାର ଅପରାହ୍ନରେ ଏକ ମୃତଦେହ ଭାସି ଭାସି ଯାଉଥିବାର ଜଣାପଡିଥିଲା।ସ୍ଥାନୀୟ ଗ୍ରାମର କିଛି ଯୁବକ ଶୌଚପାଇ ନଦୀକୁ ଯାଇଥିବାବେଳେ ଏହା ଦେଖିବାକୁ ପାଇଥିଲେ।ଏହି ଖବର ପ୍ରଚାରିତ ହେବା ପରେ ଦେଖଣାହାରୀଙ୍କ ଭିଡ ଆରମ୍ଭ ହୋଇଥିଲା।କିଏ କିଏ ଏହି ଘଟଣାକୁ ମୋବାଇଲ୍ ରେ କଏଦ କରି ରଖିଥିଲେ।ମୃତ ଦେହ ଟି ମହିଳା ନା ପୁରୁଷ ତାହା ଜଣାପଡିଥିବା ବେଳେ ସେ ଭାସିଭାସି ଯାଇଥିବାର ଦେଖିବାକୁ ମିଳିଥିଲା।

https://www.facebook.com/share/v/16RnVsbGnc/

- Advertisement -

Leave A Reply

Your email address will not be published.