ଭୟରେ ଘରୁ ବାହାରିଲେ ଲୋକେ

0 148

ଭୁବନେଶ୍ୱର,୨୩/୧୧(ଏସଏସନିଉଜ)ଭଦ୍ରକ,ଯାଜପୁର ଓ ଆନନ୍ଦପୁରରେ ପ୍ରଚଣ୍ଡଶବ୍ଦ ଶୁଣାଯାଇଛି।ପ୍ରଚଣ୍ଡ ଶବ୍ଦରେ ଥରିଛି ଭଦ୍ରକ, ଯାଜପୁର, ଆନନ୍ଦପୁରଅଞ୍ଚଳ।ବଡ଼ ବୋମା ଭଳି ପ୍ରଚଣ୍ଡବିସ୍ଫୋରଣ ଶବ୍ଦରେ ଥରିଲା ସମଗ୍ର ଅଞ୍ଚଳ।ଭୟରେ ଘର ଭିତରୁ ଲୋକ ମାନେ ବାହାରକୁ ଚାଲିଆସିଥିବା ସୂଚନା ମିଳିଛି।

 

Leave A Reply

Your email address will not be published.