ଭୋଜି ଖାଇ ୨୪ ଅସୁସ୍ଥ

0 153

ଭୁବନେଶ୍ୱର,୨୩/୪(ଏସଏସନିଉଜ) ନବାଦ ଜିଲ୍ଲାର ଔରୈନା ଗ୍ରାମର ଜଣେ ଯୁବତୀଙ୍କ ବାହାଘରରେ ବରପକ୍ଷର ଲୋକମାନେ ଭୋଜି ଖାଇବା ପରେ ହଠାତ୍ ଆକ୍ରାନ୍ତ ହେବାକୁ ଲାଗିଥିଲେ ।ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ଏହି ଘଟଣାରେ ପାଖାପାଖି ୨୪ ଜଣଙ୍କ ଅବସ୍ଥା ଅସମ୍ଭାଳ ହୋଇପଡ଼ିଥିବା ବେଳେ ୭ ଜଣ ଗୁରୁତର ହୋଇଥିଲେ । ସଙ୍ଗେସଙ୍ଗେ ସମସ୍ତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ହସ୍ପିଟାଲରେ ବେଡର ଅଭାବ ଥିବାରୁ ଛୋଟ ପିଲାଙ୍କୁ ବାହାରେ ଶୁଆଇ ଚିକିତ୍ସା କରାଯାଇଥିଲା ।

Leave A Reply

Your email address will not be published.