ଭୋଜି କରି ବନ୍ଧା ହେଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ

0 210

ସଂକ୍ଷେପରେ ଆଜିର ଖବର ,ତାରିଖ ୧୫/୦୬/୨୦, ସୋମବାର
୧-ସଟ୍ଡାଉନ୍ ସାଙ୍ଗକୁ କରୋନା କଟକଣା ପକାଇଲା ପ୍ରଭାବ, ଝିପିଝିପି ବର୍ଷା ଧୋଇନେଲା ପହିଲି ରଜ ମଉଜ।
୨-ହାତୀ କିମ୍ବା ମେସିନ ଦ୍ବାରା ରଥଟଣା ପାଇଁ ହାଇକୋର୍ଟଙ୍କ ପରାମର୍ଶ, ନିୟୋଜିତ ହେବେନି ୧୮ରୁ କମ୍ ଓ ୬୦ ବର୍ଷରୁ ଅଧିକ ବୟସର ସେବକ।
୩-ଜୁନ୍ ୩୦ ପର୍ଯ୍ୟନ୍ତ ଘୁଞ୍ଚିଲା ସ୍ବତନ୍ତ୍ର ଓଜେଇ ଅନ୍ଲାଇନ୍ ଆବେଦନ।
୪-ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଂଘନ, ଭୋଜି କରି ବନ୍ଧା ହେଲେ କେନ୍ଦୁଝର ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ସମେତ ୫ ଜଣ।
୫-ଗଞ୍ଜାମରେ ଆଜିଠୁ ଲକ୍ ଡାଉନ୍-୫, ଜୁନ ୩୦ ଯାଏଁ କଟକଣା ବଳବତ୍ତର।
୬-CBI ଖୋଲିଲା ସିସୋର୍ ତଦନ୍ତ ପେଡ଼ି, ମାମଲାର ଚୁଡାନ୍ତ ଅଭିଯୋଗ ଫର୍ଦ୍ଦ ଦାଖଲ କରିବ।
୭-ସମ୍ବଲପୁର:ରେଢାଖୋଲ ବଣିଆବନ୍ଧ ଜଙ୍ଗଲ ଭିତରେ ଗୋଡ଼ାଇ ଗୋଡାଇ ଆକ୍ରମଣ କଲେ ଭାଲୁ: ୨ ମୃତ, ଜଣେ ଗୁରୁତର।
୮-TMC ( ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ )ପରିଚାଳନା ରିପୋର୍ଟ ଦାଖଲ କରିବାକୁ ସରପଞ୍ଚମାନଙ୍କୁ ନିର୍ଦ୍ଦେଶ।
୯-ମୈ।ସୁମୀ ପ୍ରବାହ ଯୋଗୁଁ ଆଉ ୪ଦିନ ଲାଗି ରହିବ ବର୍ଷା।
୧୦-ICMR ରିପୋର୍ଟ: ନଭେମ୍ବର ମଝିରେ ଶିଖର ଛୁଇଁବ ସଂକ୍ରମଣ। ହେବ ଚରମ ସ୍ଥିତି। ଲକ୍ ଡାଉନ୍ ଯୋଗୁଁ ବଞ୍ଚାଇ ହେବ ୬୦ ପ୍ରତିଶତ ଜୀବନ।
୧୧-ସୁଶାନ୍ତ ସିଂ ରାଜପୁତଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ।
୧୨-ଦେଶର ମଧ୍ୟବିତ୍ତଙ୍କୁ ଗରିବ କରିଛି କରୋନା, ଆର୍ଥିକ ଦୃଷ୍ଟିରୁ ଏହି ବର୍ଗ ସବୁଠୁ କ୍ଷତିଗ୍ରସ୍ତ: ରାହୁଳ

Leave A Reply

Your email address will not be published.