ବିଦ୍ୟୁତ୍ ତାର ପାଇଁ ଚାଲିଗଲା ଜୀବନ

0 146

ଦେବଗଡ଼,୮/୧୧(ଏସଏସନିଉଜ) ସୋମବାରରାତିରେ ବନ୍ୟଜନ୍ତୁ ଶିକାରପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରକୁ ସଂସ୍ପର୍ଶରେ ଆସି ଦେବସାହୁ (୫୦)ନାମକ ବ୍ୟକ୍ତିଙ୍କର ମୃତ୍ୟୁଘଟିଛିା ମୃତକ ଦେବ ସୋମବାର ରାତିରୁ ଘରୁକୁ ଫେରିନଥିଲା। ପରିବାରଲୋକ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ । ସକାଳୁ କିଛି ଲୋକ ଶୌଚପାଇଁ ଯାଇଥିବାବେଳେ ମୃତଦେହ ପଡିଥିବାର ଦେଖି ପୁଲିସକୁ ଖବର ଦେଇଥିଲେ ।ରିଆମାଳଥାନା ତାରଙ୍ଗପଞ୍ଚାୟତ ଅନ୍ତର୍ଗତ ନିଶାବିରାଗ୍ରାମ ପତ୍ରା ଜଙ୍ଗଲରେ ଏହି ଘଟଣା ଘଟିଛି । ଖବର ପାଇ ରିଆମାଳ ପୁଲିସ ପହଞ୍ଚି ଦେବ ସାହୁଙ୍କର ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.