ବିପଦ ସଂକେତଉପରେ ଜଳକା

0 125

ଭୁବନେଶ୍ୱର,୧୨/୯(ଏସଏସ ନିଉଜ)ମଥାନିଠାରେ ବିପଦ ସଙ୍କେତ ଟପିଲା ଜଳକା ନଦୀ । ଜଳସ୍ତର ୬.୨୯ ମିଟର, ବିପଦସଙ୍କେତ ୫.୫୦ ମିଟର।ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ବଢୁଛି ଜଳସ୍ତର ।

Leave A Reply

Your email address will not be published.