କଟକ,୮/୯(ଏସ ଏସ ନିଉଜ)କଟକରେ ନକଲି ଔଷଧ ମିଳୁଥିବା ଆସିଲା ଅଭିଯୋଗ ।ଦାମୀବ୍ରାଣ୍ଡର ମେଡିସିନକୁ ନକଲ କରାଯାଇ ବଜାରକୁ ଛଡାଯାଉଥିବାର ହୋଇଛି ଅଭିଯୋଗ ।କଟକର ମାଣିକ ଘୋଷ ବଜାର, ବାଦାମବାଡି, ବାଙ୍କାବଜାର, ମଙ୍ଗଳବାଗ ସମେତ ୧୨ଟି ସ୍ଥାନରେ ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ପକ୍ଷରୁ ଚଢାଉ ଆରମ୍ଭ ହୋଇଛି ।ଏହି ଔଷଧ ପାଟଣା, ବିହାର, ବେଙ୍ଗା ଲୁରୁରୁ କଟକ ଓ ଭୁବନେଶ୍ୱରକୁ ଛଡାଯାଇଛି ।କଟକ, ଭୁବନେ ଶ୍ୱର, ବାଲେ ଶ୍ୱର ସମେତ, ରାଜ୍ୟର ପ୍ରାୟ ୭ଟି ଅଞ୍ଚଳକୁ ଏହି ଔଷଧ ଯାଇଥିବା ଜଣାପଡ଼ିଛି ।
