ଭବାନୀପାଟଣା,୭।୮(ଏସଏସନିଉଜ)ବିଜେପିକର୍ମୀ ଫକୀର ରଣାଙ୍କୁ ହତ୍ୟା ଘଟଣାରେ ୩ଜଣ ଗିରଫ ହୋଇଛନ୍ତି।ପୂର୍ବଶତ୍ରୁତାରୁ ହତ୍ୟା କରାଯାଇଥିବା ନେଇ କଳାହାଣ୍ଡି ଏସ୍ପି ସୂଚନା ଦେଇଛନ୍ତି।ଛୁରିରେ ହତ୍ୟା କରାଯାଇଥିବା ନେଇ ମ. ରାମପୁର ଥାନାରେ ଅଭିଯୋଗ ହୋଇଥିଲା।

Prev Post
Next Post