ଭରତପୁରଥାନା ଅଞ୍ଚଳରେ ବୋମାମାଡ଼

ଭୁବନେଶ୍ବର,୧୦।୮(ଏସଏସନିଉଜ)ଭୁବନେଶ୍ବର ଭରତପୁର ଥାନା ଅଞ୍ଚଳରେ ବୋମାମାଡ଼ ହୋଇଛି।
ବୋମାମାଡ଼ରେ ୪ଟି ଦାମୀ ବାଇକ୍‌ ଜଳି ଛାରଖାର ହୋଇଯାଇଛି।ଜମିଜମା ବିବାଦକୁ କେନ୍ଦ୍ରକରି ବୋମାମାଡ଼ ଅଭିଯୋଗ ହୋଇଛି।ଘଟଣାସ୍ଥଳରେ ପହଞ୍ଚିଲା ଭରତପୁର ଥାନା ପୋଲିସ।

- Advertisement -

Leave A Reply

Your email address will not be published.