ଚୀନ୍‌କୁ ସାବାଡ୍ କରିବା ପାଇଁ ଯୋଜନା ଆରମ୍ଭ

0 208

ଖବର ଆଜି ସକାଳର ,ତାରିଖ ୦୭/୦୬/୨୦, ରବିବାର

୧-ପୁଣି ସଟ୍‌ଡାଉନ୍‌ରେ ନିରବି ଗଲା ୧୧ଟି ଜିଲ୍ଲା, ପୋଲିସ୍ ଜଗିଛି ସବୁ ଛକରେ ଆଉ ଲୋକେ ଘର ଭିତରେ।
୨-କୋଭିଡ ଆଣିଲା ସଂକଟ, ରାଜ୍ୟରେ ରାଜସ୍ବ ସଂଗ୍ରହ ବାଧାପ୍ରାପ୍ତ।
୩-ଅଲାରନାଥରେ ୧୪୪ ଧାରା: ସୀମିତ ସେବାୟତରେ ନୀତିକାନ୍ତି, ଶ୍ରଦ୍ଧାଳୁଙ୍କୁ ଅଣସର ବି ଦର୍ଶନ ମନା।
୪-ତାତିକୁ ବଳିଗଲାଣି କରୋନା ପ୍ରକୋପ,ଆଗକୁ ସ୍ଥିତି ସାଙ୍ଘାତିକ:WHO
୫-ପ୍ରବାସରୁ ଫେରିଥିବା ଲୋକେ ୧୦୪ରୁ କଲ ଗଲେ ଉଠାନ୍ତୁ, ନଉଠାଇଲେ ନିଆଯିବ ଆଇନଗତ କାୟ୍ୟାନୁଷ୍ଠାନ:ସ୍ବାସ୍ଥ୍ୟ ବିଭାଗ।
୬-୪୮ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ : ୧୦ରୁ ପ୍ରବଳ ବର୍ଷା ସମ୍ଭାବନା।
୭-ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ। ପୟ୍ୟଟନ ବିଭାଗ , ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର କେତୋଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିପାରେ।
୮-ଜୁନ୍ ଶେଷ ସପ୍ତାହରେ ହେବ ବି.ଟେକ୍ ପରୀକ୍ଷା। ଅଫଲାଇନ୍ ହେବ ପରୀକ୍ଷା, ଜୁଲାଇ ୧୫ସୁଦ୍ଧା ଫଳାଫଳ।
୯-କ୍ରୀଡା ଓ କ୍ରୀଡ଼ାବିତ୍‌ଙ୍କ ପାଇଁ , କିଟ୍ ଓ କିସ୍ ସବୁବେଳେ ରହିଛି : ପ୍ରଫେସର ଅଚ୍ୟୁତ ସାମନ୍ତ।
୧୦-କଳାହାଣ୍ଡି:୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଥୂଆମୂଳ ରାମପୁର ଥାନା ASI।
୧୧-ବସ୍ ଯାତ୍ରୀମାନଙ୍କ ପାଇଁ ଖୁସିଖବର, ସୋମବାର ଠାରୁ ଗଡିବ ଙଝଜଞଉ ବସ୍।
୧୨-ଚୀନ୍‌କୁ ସାବାଡ୍ କରିବା ପାଇଁ ଯୋଜନା ଆରମ୍ଭ, ଏକାଠି ହେଲେ ଆମେରିକା ସହ ଅନ୍ୟ ୭ ଦେଶ

Leave A Reply

Your email address will not be published.