ଛୁଆକୁ ଧରି ନଦୀକୁ ଡେଇଁପଡ଼ିଲା ବାପା

0 182

କଟକ,୧୩ା୮(ଏସଏସନିଉଜ) ସଦରଥାନା ସଇଁନ୍ଦା ନିକଟରେ ଥିବା ସିଢ଼ୁଆ ନଦୀରେ ବାପା ଛୁଆକୁ ଧରି ନଦୀକୁ ଡେଇଁପଡ଼ିଥିବାର ଜଣାପଡିଛି । ପାରିବାରିକ କଳହରୁ ଏହି ଅଘଟଣ ଘଟିଥିବାର ଶୁଣିବାକୁମିଳିଛି । ବାପା ୯ମାସରଛୁଆକୁ ଧରି ସିଢ଼ୁଆ ନଦୀକୁ ଡେଇଁପଡ଼ିଥିବାବେଳେ ସ୍ଥାନୀୟ ଲୋକ ଦେଖି ଉଭୟଙ୍କୁ ଉଦ୍ଧାର କରିବାକୁ ଚେଷ୍ଟାକରିଥିଲେ ।କିନ୍ତୁ ପିଲାଟିକୁ ଉଦ୍ଧାର କରିଥିାବବେଳେ ବାପାର ପତାମିଳିପାରିନାହିଁ ।ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି ।

Leave A Reply

Your email address will not be published.