କମିସନରେଟ୍ ପୋଲିସ ଏସ୍ ଆଇ ସ୍ତରରେ ଅଦଳବଦଳ

0 261

ଭୁବନେଶ୍ୱର:୯/୬(ଏସଏସଏନ) କମିଶନରେଟ ପୋଲିସର ଏସଆଇ ସ୍ଥରରେ ମଙ୍ଗଳବାର ଏକ ଅଦଳବଦଳ କରାଯାଉଛି । ସେମାନେ ହେଲେ ପ୍ରଫୁଲ କୁମାର ପାତ୍ରଙ୍କୁ କଟକ ବାଦାମବାଡ଼ି ଥାନା , ବାଦଲ କୁମାର ବରାଳଙ୍କୁ ଖଣ୍ଡଗିରି ଥାନା , ମମତାଲ ଅଲ୍ଲୀ ଖାଁଙ୍କୁ ବାଳକାଟି ଫାଣ୍ଡି ଇନ୍‌ଚାର୍କ , ଦେବେନ୍ଦ୍ରନାଥ ନାୟକଙ୍କୁ ପୁରୀଘାଟ ଥାନା , ହାଡ଼ିବନ୍ଧୁ ସାହୁଙ୍କୁ ବିଡାନାସୀ ଥାନା , ସୁଶାନ୍ତ କୁମାର ପାତ୍ରଙ୍କୁ ବାରଙ୍ଗ ଥାନା , ରାଧାକାନ୍ତ ସେଠିଙ୍କୁ କନ୍ଦରପୁର ଥାନା , କାର୍ତ୍ତିକ ବରାଳଙ୍କୁ ଭୁବନେଶ୍ଵର ଟ୍ରାଫିକ ଥାନା , ପଙ୍କଜିନୀ ମିଶ୍ରଙ୍କୁ ସିଏସଆଇ , ଭୁବନେଶ୍ବର କୋର୍ଟ , ରାଘବରନ୍ଦ୍ର ସାମଲଙ୍କୁ ନୟାପଲୀ ଥାନା , ଅଭୟ କୁମାର ସାହୁଙ୍କୁ ଭୁବନେଶ୍ୱର ଏଚଆରପିସି , କାହ୍ନୁଚରଣ ମଲିକଙ୍କୁ ଚନ୍ଦ୍ରଶେଖରପୁର ଟ୍ରାଫିକ ଥାନା , ବିଜୟ କୁମାର ସାହୁଙ୍କୁ ଏଜି ଛକ ଟ୍ରାଫିକ ଥାନା , ବିଭୂତି ଭୂଷଣ ଦାଶ ଶହୀନଗର ଥାନା , ନରେନ୍ଦ୍ର କୁମାର ପରିଡ଼ାଙ୍କୁ ମହାନଦୀବିହାର ଫାଣ୍ଡି , ହୀରଣ୍ୟ ସାହୁ ସିଡିଏ ଫେଜ୍ – ୨ , କାଶୀନାଥ ବେହେରାଙ୍କୁ ଜଗତପୁର ଥାନା ପଦ୍ମନାଭ ବଳିଆର ସିଂଙ୍କୁ ଭୁବନେଶ୍ବର କ୍ରାଇମ୍ ସେକ୍ସକୁ ବଦଳି କରାଯାଇଛି । ସେହିପରି ମହାନଦୀବିହାର ଫାଣ୍ଡିରେ ଥିବା ଲକ୍ଷ୍ମୀପ୍ରସାଦ ଶତପଥଙ୍କୁ କ୍ୟାପିଟାଲ ଥାନା , ଚୌଦ୍ବାର ଥାନାରେ ଥିବା ବିପିନୀ ବିହାରୀ ହୋତାଙ୍କୁ କ୍ୟାପିଟାଲ ଥାନା , ଜଗତପୁର ଥାନାରେ ଥିବା ଯୋସ୍ନାମୟୀ ବରାଲଙ୍କୁ ଲିଙ୍ଗରାଜ ଥାନା , ବାଲିଅନ୍ତା ଥାନାରେ ଥିବା ରାକେଶ ଚନ୍ଦ୍ର ସାମନ୍ତରାୟଙ୍କୁ ଲକ୍ଷ୍ମୀସାଗର ଥାନା , ବାଦାମବାଡି ଥାନାରେ ଥିବା ପୁଷ୍ପଲତା ରାଉରାୟଙ୍କୁ ବାଲିପାଟଣା ଥାନା , କ୍ୟାଣ୍ଟମେଣ୍ଟ ଥାନାରେ ଥିବା ମନ୍ଦାକିନ୍ ବିଶୋଇଙ୍କୁ ନନ୍ଦନକାନନ ଥାନା , ବିଡାନାଶୀ ଥାନାରେ ଥିବା ସରମିଷ୍ଟା ସାହୁଙ୍କୁ ଭୁବନେଶ୍ବର ଆଇୟୁସିଏଡବ୍ଲ୍ୟୁ , ଶହୀଦନଗର ଥାନାରେ ଥିବା ପ୍ରମୋଦ କୁମାର ଲେଙ୍କାଙ୍କୁ ବିଡାନାଶୀ ଥାନୀ ,ବନମାଳିପୁର ଫାଣ୍ଡିରେ ଥିବା ପ୍ରକାଶଚନ୍ଦ୍ର ପୁଷ୍ଟିଙ୍କୁ ଚାଉଳିଆଗଞ୍ଜ ଥାନା , ଖଣ୍ଡଗିରି ଥାନାରେ ବା ଗଙ୍ଗାଧର ପାଣିଗ୍ରାହୀଙ୍କୁ ଦରଘାବଜାର ଥାନା , ଲିଙ୍ଗରାଜ ଥାନାରେ ଥିବା ପ୍ରଫୁଲ କୁମାର ଦାଶଙ୍କୁ କଟକ ଟ୍ରାଫିକ , ବାଲିପାଟଣା ଥାନାରେ ଥିବା ନୟନା ବେହେରାଙ୍କୁ କଟକ ମହିଳା ଥାନା , ଇନ୍‌ଫୋସିଟି ଥାନାରେ ଥିବା ପ୍ରଦୀପ୍ତ କୁମାର ଦାଶଙ୍କୁ ମଙ୍ଗଳାବାଗ ଥାନାକୁ ବଦଳି କରାଯାଇଛି ।

Leave A Reply

Your email address will not be published.