କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୭ରେ ପହଁଚିଲା

0 287

ଭୁବନେଶ୍ୱର,୧୨/୫(ଏସ୍‌ଏସ୍‌ନିୟୁଜ) ମହାମାରୀ କରୋନା ଧିରେଧିରେ ଗୋଟିକପରେ ଗେଟିଏ ଜିଲ୍ଲାକୁ ଗ୍ରାସି ଚାଲିଛି ।ଏବେ ସୁରତ ଫେରନ୍ତା ଚିନ୍ତାଜନକ ସ୍ଥିତିକୁ ନେବାକୁ ଆରମ୍ଭ କରିଛି । ଆଜି ସକାଳେ ବାଲେଶ୍ୱରରୁ ୧୫,ବୈାଦ୍ଧରୁ ଜଣେ,ପୁରୀରୁଜଣେ,ଗଞାମରୁ୩ଜଣ,ଯାଜପୁରରୁ ୩ଜଣ କୁ ମିଶାଇ ୨୩ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି ପାଇଥିବାର ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ଗଞାମରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭ରେ ପହଁଚିଥିବାବେଳେ ଯାଜପୁରରେ ୬୪,ବୈାଦ୍ଧରେ୫,ପୁରୀରେ୪ରେ ସଂଖ୍ୟା ପହଁଚିଥିବାର ଜଣାପଡିଛି । ଗତକାଲି୩୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

Leave A Reply

Your email address will not be published.