କରୋନାଆକ୍ରାନ୍ତ-ଜଣେ ସୁସ୍ଥ ,୭ଚିହ୍ନଟ , ସଂଖ୍ୟା ୧୧୮କୁ ବୃଦ୍ଧି

0 283

ଭୁବନେଶ୍ୱର,୨୮/୪(ଏସଏସମିୟୁଜ) କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ମଙ୍ଗଳବାରଦିନ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ସଂଖ୍ୟା ବୃଦ୍ଧିପାଇ ୧୧୮ରେ ପହଁଚିଛି । ସେଥିମଧ୍ୟରୁ ୩୮ଜଣ ସୁସ୍ଥ ହୋଇଥିବାବେଳେ ୭୯ଜଣ ବିଭିର୍ଣ ଡକ୍ତରଖାନାରେ ରହି ଚିକିସ୍‌ିତ ହେଉଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ଭଦ୍ରକର ହୋଇଥିବାବେଲେ ୪ଜଣ ସୁନ୍ଦରଗଡର ବୋଲି ଜଣାପଡିଛି । ଫଳରେ ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଁଚିଥିବାବେଳେ ସୁନ୍ଦରଗଡରେ ଏହା ୧୦ରେ ପହଁଚିଛି । ଭୁବନେଶ୍ୱରରେ ଚିକିସ୍‌ିତ ହେଉଥିବା ଆଉ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବାର ଜଣାପଡିଛି ।

Leave A Reply

Your email address will not be published.