କରୋନା ନେଲା ୟୁପି କ୍ୟାବିନେଟ୍ ମନ୍ତ୍ରୀଙ୍କ ଜୀବନ

0 227

ଲକ୍ଷ୍ନୌ :୨/୮(ଏସ.ଏସ.ନିୟୁଜ ) ୟୁପି କ୍ୟାବିନେଟ୍ ମନ୍ତ୍ରୀ କମଳା ରାଣୀ ବରୁଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ଜୁଲାଇ ୧୮ରୁ ସଂକ୍ରମିତ ହୋଇ ୬୨ ବର୍ଷ ବୟସ୍ଫ୍କା କମଳା ରାଣୀ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କ୍ୟାବିନେଟ୍ ମନ୍ତ୍ରୀଙ୍କ ମୃତ୍ୟୁ ପାଇଁ ସେ ତାଙ୍କ କାର୍ଯ୍ୟ ବାତିଲ କରିଛନ୍ତି ।ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ମନ୍ଦିର ଭୂମି ପୂଜନ ପ୍ରସ୍ତୁତିର ସମୀକ୍ଷା ପାଇଁ ଆଜି ଅଯୋଧ୍ୟା ଗସ୍ତ ରହିଥିଲା । ମନ୍ତ୍ରୀଙ୍କ ମୃତ୍ୟୁ ଯୋଗୁ ରାଷ୍ଟ୍ରୀୟ ଶୋକ ପାଳନ କରାଯିବାରୁ ରାମ ମନ୍ଦିର ଉଦଘାଟନ କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଯୋଗଦାନକୁ ନେଇ କିଛିଟା ଆଶଙ୍କା ଦେଖାଦେଇଛି ।

Leave A Reply

Your email address will not be published.