ଅମିତ ଶାହଙ୍କର କରୋନା ପଜିଟିଭ୍

0 293

ନୂଆଦିଲ୍ଲୀ ୨/୮(ଏସ୍‌.ଏସ୍‌.ନିୟୁଜ) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କର କରୋନା ପଜିଟିଭ୍ ।ଏହା ନିଜେ ଶାହ ଟୁଇଟ କରି ସ୍ପଷ୍ଟ କରିଛନ୍ତି । ପ୍ରାଥମିକ ଲକ୍ଷଣ ଦେଖାଦେବାରୁ ସେ କରୋନା ଟେଷ୍ଟ କରାଇଥିଲେ ଏବଂ ରିପୋର୍ଟ ପଜିଟିଭ୍ ଆସିଛି ବୋଲି କହିଛନ୍ତି ।ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ନୂଆଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଠିକ୍ ଅଛି ।

Leave A Reply

Your email address will not be published.