CSOଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

0 279

ବଲାଙ୍ଗିର,୬/୮(ଏସ ଏସ ନିଉଜ) ମୁଖ୍ୟ ଯୋଗାଣ ଅଧିକାରୀଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି।ନିଜ କାର୍ଯ୍ୟାଳୟ ର ଜଣେ ମହିଳା ଅଧିକାରୀଙ୍କ ଦ୍ୱାରା ଏହି ଅଭିଯୋଗ କରାଯାଇଛି।ଜିଲ୍ଲାପାଳଙ୍କ ନିକଟରେ ଦୁବ୍ୟବହାର ଓ ଯୌନ ନିର୍ଯାତନା ଅଭିଯୋଗ ଦାଖଲ ହେବାପରେ ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ପଚରାଉଚରା ଆରମ୍ଭ ହୋଇଛି।

Leave A Reply

Your email address will not be published.