କଟକ ରେ ଲଜ୍ଜ୍ୟା

0 310

ଭୁବନେଶ୍ବର:୨୨/୧୧-କଟକ ପୁଣି ଲଜ୍ଜ୍ୟା ! ଯାତ୍ରା ଦେଖିବାକୁ ଆସିଥିବା ବେଳେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ । ଘଟଣା ଘଟିଛି କଟକ ନେମାଳ ଅଞ୍ଚଳରେ । ଗାଁ ନିକଟରେ ଯାତ୍ରା ହେଉଥିବା ବେଳେ ନାବାଳିକାଟି ଦେଖିବାକୁ ଆସିଥିଲା ।  ଦୁର୍ବୁତ୍ତ ତାଙ୍କୁ  ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅସୁସ୍ଥ ନାବାଳିକା ନିଶ୍ଚିନ୍ତକୋଇଲି ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ପୋଲିସ ତଦନ୍ତ ଜାରିରଖିଥିବା ସୂଚନା ମିଳିଛି ।

Leave A Reply

Your email address will not be published.