କଟକ,୩/୧୧(ଏସ ଏସ ନିୟୁଜ)କଟକଗୋପାଳ ସାହିରେ ଚଢ଼ାଉ କରି ବିଡ଼ାନାସି ପୁଲିସ ବେଆଇନ ବାଣ ଜବତ କରିଛି ।ଜବତ ବାଣର ମୂଲ୍ୟ ଆନୁମାନିକ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ।ଏହି ଆଧାରରେ ପୋଲିସ ଜଣଙ୍କୁ ଅଟକ ରଖିଛି।

Next Post