ଡାକ୍ତରଙ୍କ ଅବସର ବୟସ ୬୫ କୁ ବୃଦ୍ଧି

0 270

ଭୁବନେଶ୍ୱର,୨୧/୭(ଏସଏସନିୟୁଜ)ମହାମାରୀ କରୋନାମୁକାବିଲାରେ ଆଗଧାଡିର ଯୋଦ୍ଧା ସାଜିଥିବା ଡାକ୍ତରମାନଙ୍କର ଅବସରବୟସ କୁ ୬୫ବର୍ଷକୁ ବୃଦ୍ଧି କରିଛନ୍ତି ରାଜ୍ୟସରକାର ।୬୨ରୁ ୬୫ବର୍ଷକୁ ବୃଦ୍ଧି କରାଯାଇଥିବାନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନପଟ୍ଟାନାୟକ । ଏଥିସହିତ ଶ୍ରମ ଓ ଇଏସଆଇ ବିଭାଗରେ କାମ କରୁଥିବା ଇନ୍ୟୁରାନ୍ସ ମେଡିକାଲ ଅଫିସରମାନଙ୍କ ଅବସର ବୟସ ମଧ୍ୟ ୬୫ବର୍ଷ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.