ଧରାହେଲା କୁମ୍ଭୀର

0 387

ଭୁବନେଶ୍ବର, ୪/୩(ଏସଏସନିଉଜ) ୩ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଶେଷରେ ବନ ବିଭାଗ କୁମ୍ଭୀରକୁ କାବୁ କରିବାରେ ସକ୍ଷମ ହୋଇଛି । ଗତ ୫ ଦିନ ହେବ କୁମ୍ଭୀରଟି ପୁରୀ କେନାଲରେ ଥିଲା ।ଯାହାକୁ ନେଇ କେନାଳ କୁଳରେ ରହିଥିବା ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଥିଲେ । ଡିସେମ୍ବର ୨ ତାରିଖରେ ନନ୍ଦନକାନନ କର୍ତ୍ତୃପକ୍ଷ ସାତକୋଶିଆ ନିକଟ ମହାନଦୀରେ ଏହି କୁମ୍ଭୀରର ଦେହରେ ସାଟେଲାଇଟ ଟ୍ରାନ୍ସମିଟର ଖଞ୍ଜି ଛାଡ଼ିଥିଲେ। କୁମ୍ଭୀର ଉଦ୍ଧାର ପରେ ତାକୁ ନନ୍ଦନକାନନକୁ ନିଆଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.