ଧରାପଡିଲେ ୫ଜଣିଆ ରିକ୍ସା ଚୋର ଗ୍ୟାଙ୍ଗ

0 335

ଭୁବନେଶ୍ୱର,୧୦/୧୧(ଏସ୍‌ଏସ୍‌ନିୟୁଜ) ଧରାପଡିଲେ ରିକ୍ସା ଚୋର ଗ୍ୟାଙ୍ଗ ।ଗତ କିଛିଦିନ ହେବ ଖଣ୍ଡିରିଥାନା ଅଂଚଳରେ ଦୈାତାମ୍‌୍ୟସୃଷ୍ଟି କରିଥିଲେ ଏହି ଗ୍ୟାଙ୍ଗ । ରିକ୍ସା ଚଳାନ୍ତି କିନ୍ତୁ ଚେରୀ କରିବାକୁ ପଛାଇନଥାନ୍ତି ।ରିକ୍ସାରେ ଲୋକଙ୍କୁ ନେଇ ଘରେ ଛାଡନ୍ତି ,ସୁଯୋଗ ଦେଖି କେତେବେ ଳ ଘରେ ପଶିଯାଆନ୍ତି ତ କେତେବେଳେ ଯାହା ପଡିଥାଏ ତାକୁ ନେଇ ଫେରାର ହୋଇଯାଇଥିାନ୍ତି ।ଏହି ୫ଜଣିଆ ଗ୍ୟାଙ୍ଗକୁ ଆଜି ଖଣ୍ଡଗିରିଥାନାପୋଲିସ ଧରିବାରେ ସକ୍ଷମ ହୋଇଛି ।ସେମାନେ ହେଲେ ୟୁନିଟ ୩ ଖାରବେଳ ନଗରର ସେଖ ସୁରଜ ଓ ଏସ କେ ମାମୁଦ, ସରକନ୍ତରାର ସୌମ୍ୟ ରଞ୍ଚନ ପରିଜା, ତୌସିଫ ମହମ୍ମଦ ଓ ଗଂଜାମ ବୁଗୁଡାର ରାଘବ ସାହୁ । ପୋଲିସ ସେମାନଙ୍କଠାରୁ ୧୫ଟି ମୋବାଇଲ ଫୋନ ଓ ଗୋଟିଏ ଲାପଟପ, ପୁରୁଣା ରିକ୍ସା ଓ ରୋଷେଇ ହଣ୍ଡା ଜବତ କରିଛି ।

Leave A Reply

Your email address will not be published.