ଦିନକରେ ୧୦୨୦ ପଜିଟିଭ୍

0 225

 

ଭୁବନେଶ୍ୱର,୨୯/୭(ଏସ ଏସ ନିଉଜ)ରାଜ୍ୟରେ ୨୪ ଘଣ୍ଟାରେ ୧୦୨୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରୁ
କ୍ୱାରେଣ୍ଟିନରୁ ୫୯୭ , ଲୋକାଲ କେସ୍- ୪୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୯୫ ଜଣ ଆକ୍ରାନ୍ତ ହୋଇଥିବାବେଳେସୁନ୍ଦରଗଡ଼ରୁ ସର୍ବାଧିକ ୨୫୯, ଖୋର୍ଦ୍ଧାରୁ ୧୫୮ , ସମ୍ବଲପୁରରୁ ୮୮ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.