ଏକାମ୍ରକ୍ଷେତ୍ର ହେବ ଭିକାରୀ ମୁକ୍ତ

0 317

ଭୁବନେଶ୍ୱର,୯/୧୨(ଏସଏସନିୟୁଜ)ଏକାମ୍ରକ୍ଷେତ୍ର ହେବ ଭିକାରୀ ମୁକ୍ତ ।ଏଥିପାଇ ବିଏମସି ପକ୍ଷରୁ ଭିକାରୀ ଚିହ୍ନଟ କରିବା ଆରମ୍ଭ କରାଯାଇଛି ।ଚିହ୍ନଟ କରାଯାଇ ସେମାନଙ୍କୁ ତାଙ୍କ ଘର ଓ ସେଲ୍ଟର ହୋମରେ ଛଡାଯିବ ।ସେମାନଙ୍କୁ ଥଇଥାନ କରି ମୁଖ୍ୟ ଶ୍ରୋତରେ ସାମିଲ କରିବା ପାଇ ସରକାର ଙ୍କ ‘ସହାୟ’ ଯୋଜନାରେ ସାମିଲ କରାଯିବାର ଉଦ୍ୟମ ଆରମ୍ଭ କରିଛି

Leave A Reply

Your email address will not be published.