ଏଥର +୨ ଓ ମାଟ୍ରିକ ଅଫଲାଇନ ପରୀକ୍ଷା

0 458

ଭୁବନେଶ୍ବର,୩/୧୨(ଏସଏସନିୟୁଜ)ଏଥର +୨ , ମାଟ୍ରିକ ପରୀକ୍ଷା ଅଫଲାଇନରେ ହେବ ।କରୋନା ଯୋଗୁ କଲେଜ,ସ୍କୁଲ ବନ୍ଦ ଥିବା ବେଳେ ପରୀକ୍ଷା କୁ ନେଇ ସମସ୍ତଙ୍କ ମନରେ ଦ୍ଵନ୍ଦ ସୃଷ୍ଟି ହୋଇଥିଲା । ଏହିଦ୍ଵନ୍ଦକୁ ଦୂରକରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। କରୋନା ପାଇଁ ଅନ୍‌ଲାଇନରେ ପାଠପଢା ଚାଲୁଛି ।ଯୁକ୍ତ+୨ ଓ ଦୁଇମାଟ୍ରିକ୍ ପରୀକ୍ଷା ଅଫଲାଇନ୍‌ରେ କରିବା ପାଇଁ ସିବିଏସ୍ଇ ନିଷ୍ପତ୍ତି ନେଇଥିବାବେଳେ ରାଜ୍ୟରେ ଯେତେବେଳେ ବି ପରୀକ୍ଷା ହେବ ଅଫଲାଇନ୍‌ରେ ହେବ ବୋଲି ମନ୍ତ୍ରୀ କହିଛନ୍ତି ।ବିଳମ୍ବରେ ନିହାତି ପରୀକ୍ଷା ହେବ,ତା’ ପୂର୍ବରୁ ଶିକ୍ଷାଦାନ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।

Leave A Reply

Your email address will not be published.