ଗନ୍ଦିଆ ଉଣ୍ଣକୋଟେଶ୍ୱର ଘାଟରେ ଅଘଟଣ

0 273

ଢ଼େଙ୍କାନାଳ,୮/୫(ଏସ ଏସ ନିଉଜ) ବ୍ରାହ୍ମଣୀ ନଦୀରେ ଗାଧେଇବାକୁ ଯାଇଥିବାବେଳେ ତିନିଛାତ୍ର ଭାସିଯାଇଛନ୍ତି ।
। ଗ୍ରାମବାସୀ ମାନଙ୍କ ଦ୍ଵାରା ଦୁଇ ଜଣ ଛାତ୍ର ଉଦ୍ଧାର କରାଯାଇ ଥିବାବେଳେ ଜଣେ ନିଖୋଜ ରହିଥିବାର ଜଣାପଡିଛି ।ଗନ୍ଦିଆ ଉଣ୍ଣକୋଟେଶ୍ୱର ଘାଟରେ ଏହି ଅଘଟଣ ଘଟିଛି ।

Leave A Reply

Your email address will not be published.