ଘରଭିତରୁ ଗଳାକଟା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

0 196

ଭୁବନେଶ୍ବର,୧୦/୧୦(ଏସଏସନିୟୁଜ) ପାରିବାରିକ କଳହକାରଣରୁ ସ୍ବାମୀ ସ୍ତ୍ରୀକୁ ହତ୍ୟାକରି ଫେରାର ହୋଇଯାଇଥିବାର ଖୋର୍ଦ୍ଧା ଟାଉନଥାନା ଅଂଚଳରେ ଦେଖିବାକୁ ମିଳିଛି । ଗୁରୁଜଙ୍ଗର ପତିତପାବନ ସାହିରେ ଏକ ଘରୁ ଆଜି ଗଳାକଟା ଅବସ୍ଥାରେ ଇନ୍ଦିରା ପ୍ରିୟଦର୍ଶିନୀ ପ୍ରଧାନନାମକ ମହିଳାଙ୍କ ମୃତଦେହ ମିଳିଛି ।ସ୍ବାମୀ କାର୍ତ୍ତିକ ପ୍ରଧାନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାର ଜଣାପଡିଥିବାବେଳେ ପୋଲିସ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି ।

Leave A Reply

Your email address will not be published.