ଘୁଞ୍ଚିଲା ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା

0 312

ଭୁବନେଶ୍ୱର,୨୮/୮(ଏସ ଏସ ନିୟୁଜ ) କରୋନା ମହାମାରୀ ପାଇଁ ସେପ୍ଟେମ୍ବର ବଦଳରେ ନଭେମ୍ବରରେ ହେବ ଓଡ଼ିଶା ସିଭିଲ୍ ସର୍ଭିସ ମେନ୍ ଲିଖିତ ପରୀକ୍ଷା।ପରୀକ୍ଷା ତାରିଖ ସରକାରଙ୍କ ଗାଇଡଲାଇନ ଦେଖି ସ୍ଥିର କରାଯିବ ବୋଲି ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସସି) ପକ୍ଷରୁ ସୂଚନା ଦିଆଯାଇଛି।ତେବେ ମହାମାରୀ ପାଇଁ ଏହି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି।

Leave A Reply

Your email address will not be published.