ଘଡ଼ଇାଳ କୁମ୍ଭୀରର ମୃତଦେହ ଠାବ

0 123

ସମ୍ବଲପୁର,୧୨/୯(ଏସଏସ ନିଉଜ) ମହାନଦୀରୁ ଏକ ଘଡ଼ିଆଳ କୁମ୍ଭୀରର ମୃତଦେହ ଉଦ୍ଧାର ହୋଇଛି।ମହାନଦୀର ମାରୱାଡିପଡ଼ା ଘାଟରୁ ବନ ବିଭାଗ ଦ୍ୱାରା ଉଦ୍ଧାର ହୋଇଛି।
ମୃତ ଘଡ଼ିଆଳ କୁମ୍ଭୀର ଲମ୍ବ ୮ ଫୁଟ, ମୋଟେଇ ୨ ଫୁଟ ୫ ଇଞ୍ଚ।ମୃତ କୁମ୍ଭୀରଟିର ଲାଞ୍ଜରେ ଲାଗିଛି ଏକ ଜିପିଏସ୍।

Leave A Reply

Your email address will not be published.