ଭୁବନେଶ୍ୱର,୧୦।୧୦(ଏସଏସନିଉଜ)EDରେ ହାଜର ହେଲେ ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ।ଆଜି ହାଜର ହେବା ପାଇଁ ED ସମନ କରିଥିଲା।ବିଭିନ୍ନ ପ୍ରକାର କାଗଜପତ୍ର ଦାଖଲ ପାଇଁ ସମନ ହୋଇଛି।ପୂର୍ବରୁ ଅର୍ଚ୍ଚନାଙ୍କ ସତ୍ୟ ବିହାର ଘରକୁ ସିଲ୍ କରିଥିଲା ED।

Prev Post
Next Post