ହେପାଜତରୁ ୨ ଅଭିଯୁକ୍ତ ଚମ୍ପଟ

0 331

ମାଲକାନଗିରି,୨୦/୫(ଏସଏସନିଉଜ) ମାଲକାନଗିରି କାଲିମେଳା ମେଡିକାଲକୁ ଚେକଅପ୍ ପାଇଁ ଆସିଥିବା ୨ ଅଭିଯୁକ୍ତ ପୋଲିସ କବଳରୁ ଖସି ପଳାଇଛନ୍ତି । ବୁଧବାର ଗଞ୍ଜେଇ ଚାଲାଣ ବେଳେ ଏହି ୨ ଅଭିଯୁକ୍ତକୁ ଧରିଥିଲା ପୋଲିସ । କୋର୍ଟଚାଲାଣ ପୂର୍ବରୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲକୁ ଚେକଅପ୍ ପାଇଁ ଏହି ୨ ଅଭିଯୁକ୍ତଙ୍କୁ ପୋଲିସ ଆଣିଥିବାବେଳେ ପୋଲିସ ଆଖିରେ ଧୁଳିଦେଇ ଖସିଯାଇଥିଲେ ।ଏହାପରେ ପୋଲିସ ନିକଟ ଜଙ୍ଗଲରୁ ଜଣଙ୍କୁ ଧରିଥିବାବେଳେ ଅନ୍ୟ ଜଣେ ଏବେ ବି ଫେରାର ଥିବା ଜଣାପଡିଛି ।

Leave A Reply

Your email address will not be published.