ହୋଟେଲରେ ଚାଲିଥିଲା ଦେହ ବେପାର , ମାଡି ବସିଲା ପୋଲିସ

0 525

ଭୁବନେଶ୍ବର: ୧/୧୨-ରାଜଧାନୀର ଏକ ହୋଟେଲ ରେ କିଛିଦିବ ହେବ  ଚାଲିଥିଲା ଦେହ ବେପାର । ସ୍ଥାନୀୟ ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ଛେଇଁ ଉଠିଲା ପୋଲିସ । ରବିବାର ଦିନ ହୋଟେଲରେ ପହଁଞ୍ଚି ୬ ବଙ୍ଗୀୟ ଯୁବତିଙ୍କ ସହ ୪ ଜଣ ଗ୍ରାହକଙ୍କୁ ଗିରଫ କରିଛି। ଘଟଣା ଘଟିଛି ଖଣ୍ଡଗିରି ଅଞ୍ଚଳର ଏମ୍ସ ନଗରରେ ।  ଏହି ଅଞ୍ଚଳରେ ବାରମ୍ବାର ଦେହ ବେପାର ହେଉଥିବାର ଅଭିଯୋଗ ହେଉଥିଲା । ଆଜି ଖବର ପାଇ ଖଣ୍ଡଗିରି ପୋଲିସ  ଖଣ୍ଡଗିରିର ଏମସ୍ ନଗର ଅଞ୍ଚଳର ଏକ ହୋଟେଲରେ ପହଞ୍ଚି ହୋଟେଲରୁ ୬ ବଙ୍ଗୀୟ ଯୁବତିଙ୍କ ସହ ୪ ଜଣ ଗ୍ରାହକଙ୍କୁ ଗିରଫ କରିଥିଲା ।  ଏହି ଘଟଣାରେ ଆଉ କାହାର ସମ୍ପୂକ୍ତି ରହିଛି ତାହାର ପର୍ଦାଫାସ କରିବା ପାଇଁ ପୁଲିସ ତଦନ୍ତ ଚଳାଉଥିବା ଜଣାପଡିଛି ।

Leave A Reply

Your email address will not be published.