ଇତିହାସ ରଚିବା ଲକ୍ଷ୍ୟରେ ଭାରତ

0 93

ଭୁବନେଶ୍ୱର,୨୩ା୮(ଏସଏସନିଉଜ) ଆଜି ଭାରତ ପାଇଁ ଚନ୍ଦ୍ରୟାନ ମୁହୂର୍ତ୍ତ । ସାରା ଦେଶକୁ ଘାରିଛି ଚନ୍ଦ୍ରୟାନ ଫିଭର୍। ଆଜି ସଂଧ୍ୟାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ-୩ା୬ଟା୪ରେ ସଫ୍ଟ ଲ୍ୟାଣ୍ଡିଂ କରାଇବା ISRO ଲକ୍ଷ ରଖିଛି ଲ୍ୟାଣ୍ଡରା ବିକ୍ରମର ଅବତରଣ ପରେ ରୋଭର ‘ପ୍ରଜ୍ଞାନ’ ବାହାରିବ ସନ୍ଧ୍ୟା ୫ଟା ୨୦ରୁ ଚନ୍ଦ୍ରରୁ ଲାଇଭ କରିବISRO  ।ତେବେ ଚନ୍ଦ୍ରୟାନ-୩ର ସଫଳତା ପାଇଁ ଦେଶର କୋଣ ଅନୁକୋଣରେ ଚାଲିଛି ପୂଜାର୍ଚ୍ଚନା ଅବତରଣର ଦୁଇ ଘଣ୍ଟା ପୂର୍ବରୁ ଚନ୍ଦ୍ରର ସ୍ଥିତି ଅନୁଧ୍ୟାନ କରାଯିବ। ଯଦି ସେଥିରେ କିଛି ସମସ୍ୟା ଦେଖାଦିଏ ତେବେ ଚନ୍ଦ୍ରୟାନ- ୩ର ଅବତରଣକୁ ସ୍ଥଗିତ କରାଯାଇ ଏହି ପ୍ରକ୍ରିୟାକୁ ଆସନ୍ତା ୨୭ ତାରିଖକୁ ଘୁଞ୍ଚାଇ ଦିଆଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ତେବେ ଯଦି ସବୁ ଠିକ୍‌ଠାକ୍ ରୁହେ ତେବେ ଅବତରଣ ପ୍ରକ୍ରିୟା ଆଜି ସନ୍ଧ୍ୟା ୫ଟା ୪୫ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ଟା ୪ରେ ଏହା ଚନ୍ଦ୍ରପୃଷ୍ଠକୁ ଛୁଇଁବ।

Leave A Reply

Your email address will not be published.