ଜବତ ହେଲା ଗୋମାଂସ ଭର୍ତ୍ତି କଣ୍ଟେନର

0 167

ଆଠଗଡ଼,୨୧/୧୧(ଏସଏସ ନିଉଜ) ତିଗିରିଆ ପୋଲିସ
ଗୋମାଂସ ଭର୍ତ୍ତି କଣ୍ଟେନର ଜବତକରିବା ସହ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।ସେମାନେ ହେଲେ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାର ଭାଲିଭର୍ତ୍ତିପାଡୁ ଗାଁର ବାଜି ସାଏଦ ଓ ସକିଲ ଖାଁ ।ରବିବାର ବିଳମ୍ବିତ ରାତିରେ ତିଗିରିଆ ଫାୟାର ଷ୍ଟେସନ୍ ପାଖ ଅଚଳକୋଟ ରାସ୍ତାରୁ ଏହି କଣ୍ଟେନର ଜବତ କରିଛି ପୋଲିସ ।ପୋଲିସ ୨୨୬/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.