ଜଳହସ୍ତୀ ଖୁଆଡ଼ରେ ପଶିଲା କୁମ୍ଭୀର !

0 325

ବାରଙ୍ଗ,୨୯/୫(ଏସ ଏସ ନିଉଜ)ବିବାଦ ନନ୍ଦନ କାନନର ପିଛା ଛାଡୁନାହିଁ ।ଆଜି ପୁଣି ଏକ ବିବାଦରେ ଛନ୍ଦି ହୋଇଛି ନନ୍ଦନ କାନନ ।ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଜଳହସ୍ତୀ ଖୁଆଡ଼ରେ ପଶିଛି କୁମ୍ଭୀର ।ଜଳହସ୍ତୀ ରହୁଥିବା ୬୩ନଂ ଖୁଆଡ଼ରେ ୩ ଫୁଟିଆ ମଗର କୁମ୍ଭୀର ରହିଥିବାର ଆଜି ଦେଖିବାକୁ ମିଳିଛି ।କୁମ୍ଭୀରକୁ ଦେଖି ଜଳହସ୍ତୀମାନେ ପାଣି ଭିତରୁ ବାହାରକୁ ବାହାରି ଆସିଥିବାବେଳେ ଖୁଆଡ଼ରୁ କୁମ୍ଭୀରକୁ  ଖୋଜିବା ଆରମ୍ଭ କରିଛନ୍ତି  କର୍ତ୍ତୃପକ୍ଷ।ଆଜି ଦିନତମାମ ଖୋଜାଖୋଜି ପରେ କୁମ୍ଭୀର ଦେଖା ନମିଳିବାରୁ ସିସିକ୍ୟାମେରା ଲଗାଯାଇଥିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.