ଜଙ୍ଗଲରୁ ବାବା ଗିରଫ

0 142

କାମାକ୍ଷାନଗର,୨୧/୯(ଏସ ଏସ ନିଉଜ) ଜଙ୍ଗଲରେ ବେଆଇନ୍ ଆଶ୍ରମ ସିଲ୍ ସହ ବାବା ଗିରଫ ହୋଇଛନ୍ତି। ମୁକ୍ତାପଶି ଫରେଷ୍ଟ ସେକ୍ସନ ସୁନ୍ଦରାଖୋଲ ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରି ବେଆଇନ୍ ଆଶ୍ରମ ସିଲ୍ ସହ ବାବାଙ୍କୁ ଗିରଫ କରିଛି ବନବିଭାଗ ।

Leave A Reply

Your email address will not be published.