ଜଟଣୀରେ ହେବ କ୍ୟାନ୍ସରହସ୍ପିଟାଲ

0 153

ଜଟଣୀ,୧୧।୫(ଏସଏସନିଉଜ)ଜଟଣୀରେ ହେବାକୁ ଯାଉଛି କ୍ୟାନ୍ସର ହସ୍ପିଟାଲ।ଏଥିନିମନ୍ତେ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଜଟଣୀରେ କ୍ୟାନ୍ସର ହସ୍ପିଟାଲ ପାଇଁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କ୍ୟାନ୍ସର ରୋଗୀଙ୍କ ଉତ୍ତମ ଚିକିତ୍ସା ଓ ନିରାକରଣ ଦିଗରେ ଏହା କାର୍ଯ୍ୟ କରିବ। ୨୦୦ ବେଡ୍ ବିଶିଷ୍ଠ ଏହି ହସ୍ପିଟାଲ ୬୫୦କୋଟିଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଯାଉଛି।

Leave A Reply

Your email address will not be published.