ଯୁବକଙ୍କୁ କିଏ କଲା ଗୁଳି?

0 160

ବାଲିଗୁଡ଼ା,୭/୧୧(ଏସଏସନିଉଜ) ବନ୍ଧୁକରୁ ଗୁଳି ଫୁଟି ଯୁବକ ଗୁରୁତର ଆହତ ହୋଇଛନ୍ତି । ଜଣକସହ ବାଇକରେ ଆସୁଥିବା ବେଳେ ଗୁଳି ଫୁଟିଥିଲା ।ଡାହାଣହାତ ପାପୁଲିରେ ପଶିଯାଇଛି ଗୁଳି ।ଗୁରୁତର ଅବସ୍ଥାରେ ତାଙ୍କୁ ଚିକିସ୍‌ାପାଇଁ ଫୁଲବାଣୀକୁ ସ୍ଥାନାନ୍ତର କରାଯାଇଛି । ଦାରିଙ୍ଗିବାଡ଼ି ବ୍ଲକ ରୋଡରେ ଏହି ଗୁଳିମାଡ଼ ହୋଇଛି ।ଗୁଳି କିପରି ଫୁଟିଲା କାରଣ ଅସ୍ପଷ୍ଟ ରହିଛି ।

 

Leave A Reply

Your email address will not be published.