କଳାହାଣ୍ଡିରୁ ପୁଣି ବାଘଛାଲ ଜବତ

0 21

ଭୁବନେଶ୍ୱର,୫।୪(ଏସଏସନିଉଜ)ନର୍ଲା ରେଳଷ୍ଟେସନ ନିକଟରୁ ବାଘଛାଲ ଜବତ ହୋଇଛି।ଘଟଣାରେ ଦୁଇ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚ STF।ଗିରଫ ୨ଅଭିଯୁକ୍ତ ହେଉଛନ୍ତି ଚକ୍ରା ବେନାଲ ଓ ପୂର୍ଣ୍ଣଚନ୍ଦ୍ର ବାଗ।୩ଲକ୍ଷ ଟଙ୍କାରେ ଡିଲ କରୁଥିବା ତଦନ୍ତରୁ ଜଣାପଡ଼ିଛି।

Leave A Reply

Your email address will not be published.