କାନ୍ଦବୋବାଳିରେ ଫାଟିପଡ଼ୁଛି ପୂରାଅଞ୍ଚଳ

0 216

ଭୁବନେଶ୍ୱର,୩।୬(ଏସଏସନିଉଜ)ବାଲେଶ୍ୱର ବାହାନଗା ରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ପରେ ଯୁଆଡ଼େ ଦେଖିଲେ ମୃତଦେହ ନଜରକୁ ଆସୁଛି ।କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ଅଞ୍ଚଳ ।ଶୋକାକୁଳ

ପରିବେଶ ସୃଷ୍ଟି ହୋଇଛି। କିଏ ପୂରା ପରିବାର ହରାଇଛି ତ କିଏ ବାପା ମାଆଙ୍କୁ ଓ କିଏ ନିଜ ପିଲାଙ୍କୁ ହରାଇ କାନ୍ଦୁଛି।ଏବେ ବି ବଗି ତଳେ ଚାପି ହୋଇ ରହିଥିବା ସନ୍ଦେହ କରି ପରିବାର ଲୋକଙ୍କୁ ଖୋଜୁଛନ୍ତି । ଲୋକଙ୍କର ପତ୍ତା ମିଳୁନି କିନ୍ତୁ, ଟ୍ରେନ ଟିକେଟ ଲୋକଙ୍କ ଉପସ୍ଥିତ ଜାହିର କରୁଛି।ମୃତକଙ୍କୁ ଚିହ୍ନିବା ଏକପ୍ରକାର କଷ୍ଟସାଧ୍ୟ ହୋଇଯାଇଛି।

Leave A Reply

Your email address will not be published.