କେମିତି ବଂଟା ହେବ କରୋନା ଟିକା?

ଖବର ଆଜିର,ତାରିଖ ୦୨-୧୧-୨୦ ସୋମବାର

0 319

୧-ପାଟ୍ କମିନ୍ସଙ୍କ ଘାତକ ବୋଲିଂ, କୋଲକାତାଠୁ ହାରି ଆଇପିଏଲରୁ ବିଦା ହେଲା ରାଜସ୍ଥାନ ରୟାଲ୍ସ ।
୨-ପଞ୍ଜାବର ପ୍ଲେଅଫ ଆଶା ଧୂଳିସାତ । ୯ ୱିକେଟରେ ବିଜୟ ହାସଲ କଲା ଚେନ୍ନାଇ ସୁପର କିଙ୍ଗସ ।
୩-ୟୁରୋପକୁ ଫେରିଲା ‌କରୋନା; ସ‌ପ୍ତାହେ ହେଲା ଦ୍ୱିତୀୟ ଲହରି, ୧୫ ଲକ୍ଷ ନୂଆ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୩୨% ବଢ଼ିଲା ।
୪-ସରିଲା ପ୍ରଚାର, ମଙ୍ଗଳବାର ମହାପରୀକ୍ଷା ।
୫-୫ରୁ ବଢ଼ିବ ଶୀତ, ୪ ଡିଗ୍ରି ପର୍ଯ୍ୟନ୍ତ ଖସିବ ପାରଦ ।
୬-ଉପନିର୍ବାଚନ ପ୍ରସ୍ତୁତି : ପ୍ରତି ବୁଥ୍‌ରେ ରହିବେ ଆଶାକର୍ମୀ ଓ ସ୍ୱେଚ୍ଛାସେବୀ, ଭୋଟରଙ୍କ ଉପରେ ରଖିବେ ନଜର ।
୭–ପ୍ରତି ନିୟୁତରେ ସର୍ବନିମ୍ନ କୋଭିଡ୍ ମାମଲା ଥିବା ଦେଶମାନଙ୍କ ମଧ୍ୟରେ ଭାରତ: କେନ୍ଦ୍ର ସରକାର ।
୮-କେମିତି ବଂଟା ହେବ କରୋନା ଟିକା? ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର । ଟିକା ବଂଟନକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରରେ କମିଟି ଗଠନ କରିବାକୁ ନିର୍ଦ୍ଦେଶ । ମୁଖ୍ୟଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ ଓ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠନ ହେବ ତ୍ରିସ୍ତରୀୟ କମିଟି ।
୯-ଢେଙ୍କାନାଳ କୋଭିଡ୍ ହସ୍ପିଟାଲ୍‌ରେ ଅଭାବନୀୟ କାଣ୍ଡ : ସାଲାଇନ୍ ପାଇପ୍ ଲଗାଇ ବୃଦ୍ଧାଙ୍କ ଆତ୍ମହତ୍ୟା .।
୧୦-ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ଜାରି : ଦିନକରେ ୧୭୦୯ ସଂକ୍ରମିତ ଚିହ୍ନଟ ।
୧୧-ପ୍ରାୟ ୪.୪ ବିଲିୟନ ବର୍ଷ ପୂର୍ବେ ମଙ୍ଗଳରେ ଥିଲା ପାଣି: ଜାପାନୀ ଗବେଷକ ।
୧୨-ଚମତ୍କାରୀ ବିଜୟ ଚେଷ୍ଟାରେ ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଆରମ୍ଭ କଲେ ଡୋନାଲ୍‌ଡ୍ ଟ୍ରମ୍ପ୍ ।
୧୩-ନିଜ ପାର୍ଟିକୁ ଉପଦେଶ ଦେଲେ ଶଶି ଥରୁର, କହିଲେ- ବିଜେପି ପରି ହେବା ଉଦ୍ୟମରେ ଜିରୋ ହୋଇଯିବ କଂଗ୍ରେସ ।
୧୪-ସି-ପ୍ଲେନ୍ ସେବା ପାଇଁ ଆଉ ୧୪ଟି ୱାଟର୍ ବେସ୍ ନିର୍ମାଣ କରିବେ ସରକାର ।
୧୫-ସାତମାସ ପରେ ଆଜି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ, ପ୍ରଥମ ଦିନରେ ୨୫୮ ପର୍ଯ୍ୟଟକ ।
୧୬-କୋଭିଡ୍ କଟକଣା ମାନି ଶ୍ରୀମନ୍ଦିର ସମେତ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଅନୁରୋଧ।
୧୭-୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ହାତ ମିଳାଇଲେ ସିପିଆଇ(ଏମ୍) ଓ କଂଗ୍ରେସ ।
୧୮-ଫିଲପାଇନ୍ସରେ ‘ଗୋନି’ର ତାଣ୍ଡବ, ୧୦ ମୃତ, ଏବେବି ଟଳିନି ବିପଦ, ଘଣ୍ଟାପ୍ରତି ବହୁଛି୧୬୫ କିଲୋମିଟର ବେଗରେ ବାତ୍ୟା ।

 

Leave A Reply

Your email address will not be published.