ଲଗାଇଲେ ଗଛ

0 213

ଚନ୍ଦ୍ରଶେଖରପୁର,୫/୬(ଏସ ଏସ ନିଉଜ)କଳାରାହଙ୍ଗ ଠାରେ ଥୁବା ବିଶ୍ଵପ୍ରସିଦ୍ଧ ମହିମା ଧର୍ମଗବେଷଣା ପରିସରରେ ଆଜି ବିଶ୍ୱପରିବେଶ ଦିବସ ପାଳିତ ହୋଇଯାଇଛି । ମହିମା ସନ୍ଥ ରମେଶ ବାବାଙ୍କ ଦ୍ୱାରା ଆଜି ବିଶ୍ଵ ପରିବେଶଦିବସ ଉପଲକ୍ଷେ ସବୁଜ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ସମାଜସେବୀ ଅଧ୍ୟାପକ ବସନ୍ତ କୁମାର ମହାପାତ୍ର ଶ୍ରୀଅ°ଜନ କୁମାର ଜେନା, ଶ୍ରୀ ଅର୍ଜୁନ କୁମାର ମହାରଣା ,ଭୀମଭୋଇ ବିକାଶ ପରିଷଦ଼ର ସଭାପତି ଲକ୍ଷ୍ମିଧର ଜେନା ,ଶ୍ରୀ ସଂଜୟ କୁମାର ପତି ସମେତ କିଟ୍ ବିଶ୍ଵବିଦ୍ୟାଳୟର ସହ ଉପ ଉନ୍ନୟନ ଅଧିକାରୀ କୁନା ଜେନା ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ ।

Leave A Reply

Your email address will not be published.