ମହାକାଳପଡାରେ ହେବ ପେଟ୍ରୋ କେମିକାଲ ପ୍ଳାଣ୍ଟ

0 242

କେନ୍ଦ୍ରାପଡା , ୨୮/୭(ଏସଏସନିଉଜ) ମହାକାଳପଡାରେ ନିର୍ମାଣ ହେବ ପେଟ୍ରୋଲିୟମ କେମିକାଲ କାରଖାନା ।କେନ୍ଦ୍ରମନ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମନ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଉଦ୍ୟମରେ ପ୍ରଥମ କରି ନିର୍ମାଣ ହେବାକୁ ଯାଉଛି ଏହି ପେଟ୍ରୋ କେମିକାଲ ପ୍ଳାଣ୍ଟ ।ତେବେ ଆସନ୍ତା ମାସ ଶେଷ ସପ୍ତାହରେ ମହାକାଳପଡାରେ ଜନଶୁଣାଣୀ. ହୋଇପାରେ ବୋଲି ଜଣାପଡିଛି ।

Leave A Reply

Your email address will not be published.